ଗୃହିଣୀରୁ ସଫଳ ଚାଷୀ; ପୁରୁଷଙ୍କଠୁ କୌଣସି ଗୁଣରେ କମ୍ ନୁହଁନ୍ତି ଶକୁନ୍ତଳା

24 views · 20h ago 🎲 Random

କେନ୍ଦୁଝରର ସଫଳ ମହିଳା ଚାଷୀ ଶକୁନ୍ତଳା । ବାର୍ଷିକ ଆୟ 80 ହଜାରରୁ 1 ଲକ୍ଷ । ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର । ରିପୋର୍ଟ- ବିକାଶ କୁମାର ଦାସ